Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୫ କିମି ଚାଲିବା ରେସ୍‌ରେ ଭାରତକୁ ସ୍ୱର୍ଣ୍ଣ ଦେଲେ ମଞ୍ଜୁ ଓ ରାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୫ କିମି ଚାଲିବା ରେସ୍‌ରେ ଭାରତକୁ ସ୍ୱର୍ଣ୍ଣ ଦେଲେ ମଞ୍ଜୁ ଓ ରାମ

ହାଙ୍ଗଝୌ୦: ଦୌଡ଼କୁଦରୁ ଭାରତକୁ ପୁଣି ଗୋଟିଏ ପଦକ ମିଳିଛି । ଭାରତ ପାଇଁ ମିକ୍ସଡ ୩୫ କିମି ଚାଲିବା ରେସ୍‌ରେ ମଞ୍ଜୁ ରାଣୀ ଓ ରାମ ବାବୁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ଭାରତୀୟ ଯୋଡ଼ି ୫ ଘଣ୍ଟା ୫୧ ମିନିଟ ୧୪ ସେକେଣ୍ଡରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ଏପରି ସଫଳତା ପାଇଛନ୍ତି । ଏହି ପ୍ରତିଯୋଗିତାରେ ଚାଇନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚାଇନିଜ ଖେଳାଳି ୫.୧୬.୪୧ ଘଣ୍ଟାରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛନ୍ତି । ସେହିପରି ଜାପାନର ଦୁଇ ଖେଳାଳି ୫ ଘଣ୍ଟା ୨୨ ମିନିଟ ୧୧ ସେକେଣ୍‌ତରେ ରେସ୍ ରେସ କରି ରୌପ୍ୟ ପଦକ ହାତେଇଛନ୍ତି । ମଞ୍ଜୁ ଓ ରାମ ବାବୁ ବେଶ ବିଳମ୍ବରେ ରେସ୍ ଶେଷ କରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି । ଏହାକୁ ମିଶାଇ ଦୌଡ଼କୁଦରୁ ଭାରତକୁ ମିଳିଥିବା ପଦକ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ରହିଛ

Leave a Reply