Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଚାଲାଣ ବେଳେ ଜବତ ହେଲା ୫୦ ଗୋରୁଙ୍କ ସହ ଦୁଇଟି ମିନିଟ୍ରକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଚାଲାଣ ବେଳେ ଜବତ ହେଲା ୫୦ ଗୋରୁଙ୍କ ସହ ଦୁଇଟି ମିନିଟ୍ରକ

ଭୋଗରାଇ: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ କମର୍ଦା ନିକଟରୁ ଜବତ ହେଲା ୫୦ଟି ଗୋରୁ ସହ ଦୁଇଟି ମିନିଟ୍ରକ । ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗକୁ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଦୁଇଟି ମିନିଟ୍ରକରେ ଚାଲାଣ ହେଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ କମର୍ଦା ପୁଲିସ ନହରା ଛକ ନିକଟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ସେଥିରୁ ୫୦ଟି ଗୋରୁଙ୍କୁ ଉଦ୍ଧାର କରିଛ

Leave a Reply