Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ପଦକ ସାଉଁଟିବାରେ ଲାଗିଛି ଭାରତ । ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ତା’ର ଦମଦାର ପଦର୍ଶନ ଜାରି ରଖିଛି । କ୍ରୀଡ଼ାର ୯ମ ଦିନ ପରିପ୍ରେକ୍ଷୀରେ ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ ମିଳିଥିବା ଖବର ସାମ୍ନାକୁ ଆସିଛି । ୪୍ଠ୪୦୦ ମିଟର ମିକ୍ସଡ୍ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାତେଇବାରେ ସକ୍ଷମ ହୋଇଛି । ଏହି କ୍ରୀଡ଼ାରେ ଆଜମଲ, ରାମରାଜ,ରମେଶ ଓ ଶୁଭାରେ ବ୍ରୋଞ୍ଜ ଆଣି ଦେଶକୁ ଗୌରବ ପହଞ୍ଚାଇଛନ୍ତି ।

Leave a Reply