Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ଆଇଏସ୍‌ଆଇଏସ୍ ଆତଙ୍କୀଙ୍କୁ ଖୋଜୁଛି ଏନ୍‌ଆଇଏ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ଆଇଏସ୍‌ଆଇଏସ୍ ଆତଙ୍କୀଙ୍କୁ ଖୋଜୁଛି ଏନ୍‌ଆଇଏ!

ନୂଆଦିଲ୍ଲୀ : ଜାତୀୟରାଜଧାନୀରୁ ଆସିଲାଚାଞ୍ଚଲ୍ୟକର ଖବର । ଦିଲ୍ଲୀରେଲୁଚିଛନ୍ତି ୩ ଆଇଏସ୍‌ଆଇଏସ୍‌ଆତଙ୍କୀ ! ଆତଙ୍କୀଙ୍କ ମୁଣ୍ଡ ଜାମିନ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛିଏନ୍‌ଆଇଏ । ଆତଙ୍କୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହି୩ ଆତଙ୍କୀ ପୁନେ ଆଇଏସଆଇଏସ୍ ମାମଲାରେ ଆଗରୁ ୱାଣ୍ଟେଡ୍ ଅଛନ୍ତି । ପୁଣେ ପୋଲିସଏବଂ ଏନଆଇଏ ଟିମ୍ କେନ୍ଦ୍ରୀୟ ଦିଲ୍ଲୀରେ ଚଢଉ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସିସୂଚନା ମିଳିପାରିନାହିଁ । ବର୍ତ୍ତମାନ ଗୁଇନ୍ଦା ସଂସ୍ଥା ସେମାନଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି ।ସୂଚନାନୁସାରେ, ଏହି ତିନି ଆତଙ୍କବାଦୀଙ୍କ ନାମ ମହମ୍ମଦ ଶାହନାୱାଜ ଆଲାମଶାଫି,ରିଜୱାନ ଅବଦୁଲ ହାଜି ଅଲି ଏବଂ ଅବଦୁଲ୍ଲା ଫାୟାଜ ଶେଖ । ନିକଟରେଏନ୍‌ଆଇଏପଞ୍ଜାବ, ହରିୟାଣା, ରାଜସ୍ଥାନ, ୟୁପି ଏବଂ ଉତ୍ତରାଖଣ୍ଡର ଅନେକ ସ୍ଥାନରେଚଢଉ କରିଥିଲା । କୁହାଯାଉଛି ଯେ ଏହି ଚଢଉ ସମୟରେ ବହୁ ସଂଖ୍ୟକ ପିସ୍ତଲ,ଗୁଳିଗୋଳା ତଥା ଅନ୍ୟାନ୍ୟ ସନ୍ଦେହଜନକ ଜିନିଷ ଜବତ କରାଯାଇଛି । ଘଓଇଆଇଏସ୍‌ଆଇଏସ୍ ପୁନେ ମଡ୍ୟୁଲ ମାମନାରେ ୭ଜଣଙ୍କୁ ଗିରଫ କରିଥିଲା ଏନ୍‌ଆଇଏ ।ଏମାନେ ସମସ୍ତେ ପୁନେର ଗୋଟିଏ ଘରେ କାମ କରୁଥିଲେ । ଯେଉଁଠି ସେମାନେ ଆଇଇଡିପ୍ରସ୍ତୁତ କରୁଥିଲେ ଏବଂ ଗତ ବର୍ଷ ବୋମା ପରୀକ୍ଷଣ ଓ ନିର୍ମାଣ ୱର୍କସପ୍ ଆୟୋଜନ କରିଥିଲେ ।

Leave a Reply