Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୁଟର ସିଫ୍ଟ କୌର ସାମ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୁଟର ସିଫ୍ଟ କୌର ସାମ୍ରା

“ନୂଆଦିଲ୍ଲୀ :ଚୀନରେ ଅନୁଷ୍ଠିତ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବର୍ଷା । ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ । ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ଟ କୌର ସାମ୍ରା । ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି । ଭାରତର ଆକାଉଣ୍ଟରେ ଆଉ ଏକ ସୁନା ଯୋଡା ଯାଇଛି । ୫୦ ମିଟର ରାଇଫଲ ଇଭେଣ୍ଟ ମାଧ୍ୟମରେ ସିଫ୍ଟ କୌର ଦେଶ ପାଇଁ ପଞ୍ଚମ ସ୍ୱର୍ଣ୍ଣ ଜିତିଛନ୍ତି । ସେହିଭଳି ଇଭେଣ୍ଟରେ ଚୀନ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଜିତିଛି । ଯେତେବେଳେ କି ଭାରତର ଆଶି ୫୦ମିଟର ରାଇଫଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ ।

Leave a Reply