ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌

ଭୁବନେଶ୍ୱର: ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଛି । ଏ ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରଶାସନର ଆବେଦନକ୍ରମେ ଏହି ମାନ୍ୟତା ପ୍ରଦାନ କରାଯାଇଛି । କଣ୍ଟିଲୋର ମହାନଦୀ ଅବବାହିକାରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଇଥାଏ ।

Leave a Reply