Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳ ତରଫରୁ ଗୋ ପୂଜନ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳ ତରଫରୁ ଗୋ ପୂଜନ କାର୍ଯ୍ୟକ୍ରମ

ଦଶରଥପୁର : କାରାଣ୍ଡିପୁର ଗ୍ରାମ ହିନ୍ଦୁ ସାହିରେ ଗହ୍ମା ପୂର୍ଣ୍ଣମୀ ଅବସରରେ ବଜରଙ୍ଗ ଦଳ ତରଫରୁ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ବିଶ୍ୱଜିତ ଦାଶ ଏବଂ ରଜତ କୁମାର ଦାଶଙ୍କ ନେତୃତ୍ୱରେ ଗୋମାତାଙ୍କୁ ସ୍ନାନ କରାଇବା ପରେ ଚନ୍ଦନ, ସିନ୍ଦୁର ଓ ପୁଷ୍ପ ମାଲ୍ୟ ଦେଇ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମ କାରଣ୍ଡୀପୁର ହିନ୍ଦୁ ସାହିର ସମସ୍ତ ଗୋମାତା ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାମର ମୁରବି ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply