Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଛି । ମଧ୍ୟବର୍ତ୍ତୀ ନ୍ୟାୟ ମନ୍ତ୍ରୀ ଶେଖ ମୌଲବୀ ଅବଦୁଲ ହକିମ ଶରାଇ କହିଛନ୍ତି ଯେ, ଦେଶର ସମସ୍ତ ରାଜନୈତିକ ଦଳର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ମଧ୍ୟବର୍ତ୍ତୀ ନ୍ୟାୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଦଳର ଶରିୟାରେ କୌଣସି ମାନ୍ୟତା ନାହିଁ କିମ୍ବା ଏହି ଦଳଗୁଡିକ ସହିତ କୌଣସି ଜାତୀୟ ସ୍ୱାର୍ଥ ସଂଲଗ୍ନ କରାଯାଇନାହିଁ । ବୁଧବାର କାବୁଲରେ ତାଙ୍କ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରି ମୌଲବି ଅବଦୁଲ ଏହା କହିଛନ୍ତି ।

Leave a Reply