Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ କୃମିନାଶକ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ କୃମିନାଶକ ଦିବସ

ରାଜନଗର : ରାଜନଗର ବ୍ଲକ ମହିଁଷାସୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରେର ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍େଥ୍ୟକନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ନେତୃତ୍ୱେର ସୁଚିସ୍ମିତା େବେହରା, ହିମାଶୁଂ ଶେଖର ଦାସ, ଆଶାକର୍ମୀ ମମତା ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ଖୁଆଇବା ସହ ଏହାର ଉପକାରୀତା ସଂପକର୍ରେ ବୁଝାଇଥେôଲ । ଏହି କାର୍ଯ୍ୟକ୍ରମେର ୮୨ଜଣ ଛାତ୍ରଛାତ୍ରୀ କୃମିନାଶକ ଔଷଧ ଖାଇଥେôଲ । ପ୍ରଧାନ ଆଚାର୍ଯ୍ୟ ସେୁଲଖଚନ୍ଦ୍ର ବାରିକ, କୈଳାସଚନ୍ଦ୍ର ଜେନା, ଗୁରୁମା ଶସ୍ମିତା ନାୟକ, ଝିଲୀ ରାଉତ, ମନୀଷା ପ୍ରଧାନ , ଶୁଭଶ୍ରୀ ଲେଙ୍କା, ପ୍ରଣତୀ ସ୍ୱାଇଁ ପ୍ରମୁଖ ସହେଯାଗ କରିଥେôଲ ।

Leave a Reply