Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୫ ତମ କାର୍ଗିଲି ଦିବସ ପାଳନ ହୋଇଯାଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୫ ତମ କାର୍ଗିଲି ଦିବସ ପାଳନ ହୋଇଯାଇଛି


ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥିବା ରାଣୀ କୈଳାସ ଶିଖର କଲ୍ୟାଣ ମଣ୍ଡପ ରେ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଜୁଲାଇ ୨୮ ତାରିଖ ଦିନ୨୫ ତମ କାର୍ଗିଲି ଦିବସ ପାଳନ କରାଯାଇଛି । ସେଦିନ ଥିଲେ ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ ଭାରତ ଓ ପାକିସ୍ତାନ ମଧ୍ୟ୍ୟ ରେ ହୋଇଥିଲା ଯୁଦ୍ଧ ଏହି ଯୁଦ୍ଧ ରେ ଭାରତ ରେ ୫୨୭ ଜନ ଶହୀଦୀ ୧୩୬୩ ଜନ ଆହତ ହୋଇଥିଲେ । ଭାରତ ର ବୀର ଜବାନ ଙ୍କ ଆଗରେ ଟଳି ପଡ଼ିଥିଲେ ୭୦୦ ଜନ ଜବାନ ଓ ହଜାର ରୁ ଅଧିକ ଆହତ ହୋଇଥିଲେ । ସବୁଠାରୁ କଥା ହେଉଛି ୨୪୪ ଜଣଙ୍କୁ ଭାରତ ମାଟି ରେ ହିଁ ପାକିସ୍ତାନ ସୈନ୍ୟଙ୍କୁ କବର ଦିଆଯାଇଥିଲା । ବିଶେଷ କରି କାର୍ଗିଲି ଯୁଦ୍ଧ ରେ ଭଦ୍ରକ ଜିଲ୍ଲା ରୁ ୫ ଜନ ବୀର ଯବାନ ଶହୀଦୀ ହୋଇଥିଲେ ।

Leave a Reply