Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲା-ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲା-ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଅ ।ତଙ୍କୀ ଲିଙ୍କ ମାମଲାରେ ଗିରଫହୋଇଥିବା ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍ ଅ ।ସନ୍ତାକାଲିଠାରୁ୫ ଦିନିଅ । ରିମାଣ୍ଡରେ ନେଇପାରେ । ଗୁଡୁ ମୁସଲିମ ଲିଙ୍କରେ ଅଧିକପଚରାଉଚରାହୋଇପାରେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତନାଁରେ ପୂର୍ବରୁ ମାମଲା ରହିଛି । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁଏନଅ ।ଇଏ ଜେରା କରିବ ବୋଲି ଜଣାଯାଇଛି । ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟଜାମ୍ବୁରଙ୍କୁ ହୋଇପାରେ ମୁହାଁମୁହିଁ ଜେରା ହୋଇପାରେ । ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଲିଙ୍କ ନେଇ ଅଧିକ ପଚରାଉଚରା ହୋଇପାରେ । ପୂର୍ବରୁ ଏ ନେଇ ଏସଟିଏଫ୍ ଇଣ୍ଟେଲିଜେନ୍ସବ୍ୟୁରୋ ସହ ଯୋଗାଯୋଗରେ ରହିଛି । ଅଭିଯୁକ୍ତଙ୍କୁ ମୁମ୍ବାଇ ଅ ।ଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଜେରାକରିସାରିଛି । ଅଭିଯୁକ୍ତମାନେ ମ୍ୟୁଲ ଅ ।କାଉଣ୍ଟ ଓ ପ୍ରି ଅ ।କ୍ଟିଭେଟ ସିମ ଜରିଅ ।ରେ କାରବାରଚଳାଇଥିଲେ । ଓଡ଼ିଶା ଏସଟିଏଫ୍ ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାରୁ ଗୁମର ଖୋଲୁଛି ।

Leave a Reply