Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ରର ସହାୟତା-ଓଡ଼ିଶା ଭାଗରେ ୭୦୭ କୋଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ରର ସହାୟତା-ଓଡ଼ିଶା ଭାଗରେ ୭୦୭ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଅ ।ଜି ୨୨ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୭୫୩୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି । ଓଡ଼ିଶାକୁ ଏସଡିଅ ।ରଏଫ ପାଣ୍ଠି ବାବଦରେ ୭୦୭ କୋଟି ୬୦ ଲକ୍ଷ ଟଙ୍କା ମିଳିଛି । ମହାରାଷ୍ଟ୍ରକୁ ସର୍ବାଧିକ ୧୪୨୦ କୋଟି ମିଳିଥିବାବେଳେ ଉତ୍ତର ପ୍ରଦେଶକୁ ୮୧୨ କୋଟି, ବିହାରକୁ ୬୨୪, ଗୁଜରାଟକୁ ୫୮୪ କୋଟି, ଆସାମକୁ ୩୪୦ କୋଟି ପ୍ରଦାନ କରାଯାଇଛି । ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଅ ।ଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ୨୨ ରାଜ୍ୟକୁ ମିଳିଲା ୭୫୩୨ କୋଟି ଟଙ୍କା ଓଡ଼ିଶା ଭାଗରେ ୭୦୭ କୋଟି ତକ୍ରାଳ ସହାୟତା ରାଶି ଜାରି କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ଅ ।ଇନ ୨୦୦୫ର ଧାରା ୪୮ (୧) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଅ ।ରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଅ ।ରଏଫରେ ୭୫ ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ ୯୦ ପ୍ରତିଶତ ଯୋଗଦାନ ଦେଇଥାନ୍ତି । ଅର୍ଥ ଅ ।ୟୋଗଙ୍କ ସୁପାରିସ ଅନୁଯାୟୀ ଦ୍ଭ ଦୁଇଟି ସମାନ କିସ୍ତିରେ ବାର୍ଷିକକେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଅ ।ଯାଏ ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ାରା ଏସଡିଅ ।ରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଅ ।ଯଇଥାଏ ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଅ ।ବଶ୍ୟକତାକୁ କୋହଳ କରାଯାଇଛି । ବାତ୍ୟାା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଅ ।କ୍ରମଣ ଏବଂ କୁଅ ।ପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତକ୍ରାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଅ ।ରଏଫକୁ ଉପଯୋଗ କରାଯାଇଥାଏ । ଅତୀତର ଖର୍ଚ୍ଚ, କ୍ଷେତ୍ର, ଜନସଂଖ୍ୟା ଏବଂ ବିପର୍ଯ୍ୟୟ ବିପତ୍ତି ସୂଚକାଙ୍କ ଭଳି ବହୁ କାରକ ଉପରେ ଅ ।ଧାର କରି ରାଜ୍ୟମାନଙ୍କୁ ଏସଡିଅ ।ରଏଫ ପାଣ୍ଠି ଅ ।ବଣ୍ଟନ କରାଯାଏ ଏହି କାରକଗୁଢ଼ିକ ରାଜ୍ୟର ସଂସ୍ଥାଗତ କ୍ଷମତା, ବିପଦ, ଅଭିଜ୍ଞତା, ବିପତ୍ତି ଓ ଦୁର୍ବଳତାର ପରିଚୟ ଦେଇଥାନ୍ତି । ପଞ୍ଚଦଶ ଅର୍ଥ ଅ ।ୟୋଗଙ୍କ ସୁପାରିସକୁ ଅ ।ଧାର କରି, କେନ୍ଦ୍ର ସରକାର ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ଏସଡିଅ ।ରଏଫ ପାଇଁ ୧,୨୮,୧୨୨.୪୦ କୋଟି ଟଙ୍କା ଅ ।ବଣ୍ଟନ କରିଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ ୯୮,୦୮୦.୮୦ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏବେ ସୁଦ୍ଧା ୩୪,୧୪୦.୦୦ କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି ଚଳିତ ଥର ଅର୍ଥରାଶି ଜାରି କରାଯିବା ପରେ ରାଜ୍ୟ ସରକାରଙ୍କୁ ଏବେସୁଦ୍ଧା ଜାରି ହୋଇଥିବା ଅର୍ଥ ପରିମାଣ ୪୨,୩୬୬ କୋଟି ଟଙ୍କାରେ ପହଞ୍ଚିଛି ।

Leave a Reply