Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଟିପି ସେୟାରିଂ ମାମଲାରେ କେବଳ ପାକିସ୍ତାନ ନୁହେଁ ଚୀନ ଲିଙ୍କ୍ ନେଇ ମଧ୍ୟ ସୁରାଗ ମିଳିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଟିପି ସେୟାରିଂ ମାମଲାରେ କେବଳ ପାକିସ୍ତାନ ନୁହେଁ ଚୀନ ଲିଙ୍କ୍ ନେଇ ମଧ୍ୟ ସୁରାଗ ମିଳିଛି

ଭୁବନେଶ୍ୱର : ଓଟିପି ସେୟାରିଂ ମାମଲାରେ କେବଳ ପାକିସ୍ତାନ ନୁହେଁ ଚୀନ ଲିଙ୍କ୍ ନେଇ ମଧ୍ୟ ସୁରାଗ ମିଳିଛି । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେର ରିମାଣ୍ଡ ଅବଧି ଶେଷ ପରେ ତାକୁ ଜେଲ୍ ପଠାଇ ଦିଅ ।ଯାଇଛି । ତେବେ ଶେଷ ଦିନରେ ଏନଅ ।ଇଏ, ଏଟିଏସ୍ ଓ ଏସଟିଏଫ୍ ତାକୁ ମାରାଥନ୍ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଛନ୍ତି । ଜମ୍ବୁରେ କୁଅ ।ଡ଼େ ପାକିସ୍ତାନ ସହ ଚୀନର କିଛି ଲୋକଙ୍କ ସହିତ ଯୋଗାଯୋଗରେ ଥିଲା । ଓଡ଼ିଶା ସହିତ ବିଭିନ୍ନ ରାଜ୍ୟରେ ରଖିଥିଲା ସ୍ଲିପର ସେଲ୍ । ନିଜେ ହନି ଟ୍ରାପରେ ପଡ଼ି ଫସିଥିଲା ଅ ।ଉ ଅନେକଙ୍କୁ ରାକେଟ ଭିତରକୁ ଟାଣିଥିଲା ଏମାନଙ୍କ ମାଧ୍ୟମରେ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା । ଜମ୍ମୁ-କଶ୍ମୀର, ପଞ୍ଜାବ , ୟୁପି , ଓଡିଶା ଓ ମଧ୍ୟପ୍ରଦେଶର ବହୁ ବ୍ୟକ୍ତିଙ୍କ ସମ୍ପର୍କରେ ସେ ଥିଲା । ଯେଉଁମାନଙ୍କ ମାଧ୍ୟମରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା । ଏମାନଙ୍କ ନିକଟରୁ ଜମ୍ବୁରେ କେଉଁ ତଥ୍ୟ ହାସଲ କରିଛି । ପାକିସ୍ତାନ ଅ ।ଇଏସଅ ।ଇକୁ କି କି ତଥ୍ୟ ସେ ସେୟାର କରିଛି ତାର ଖୋଳତାଡ ଜାରି ରହିଛି । କେବଳ ପାକିସ୍ତାନ ନୁହେଁ ·ଇନା ମଧ୍ୟ ଏଭଳି ସ୍ଲିପର ସେଲଙ୍କୁ ବ୍ୟବହାର କରୁଥିବା ସନେ୍ଦହ କରାଯାଉଛି ।

Leave a Reply