Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମେଥିର ଔଷଧୀୟ ଗୁଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମେଥିର ଔଷଧୀୟ ଗୁଣ

ଆମେ ପୂର୍ବରୁ ଅନେକ ଔଷଧୀୟ ଜିନିଷକୁ ନେଇଆଲୋଚନା କରିଛେ । ସେହିପରି ଏକ ଔଷଧୀୟ ସାମଗ୍ରୀହେଉଛି ମେଥି । ଏଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଛି ।ଏହାକୁ ରାତିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ଅନେକସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ । ଏଥିସହିତଏହା ଆମକୁ ଗୁଡ଼ାଏ ରୋଗ କବଳରୁ ମଧ୍ୟ ବଞ୍ଚାଇଥାଏ । ଡାକ୍ତରୀପରୀକ୍ଷଣ କହେ ଏହାକୁ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ବ୍ୟକ୍ତିରପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତ୍ୟେକଦିନ ମେଥି ଖାଇଲେ ଶରୀରରୁ ବିଷାକ୍ତ ଦ୍ରବ୍ୟ ନାଶ ହେବା ସହ କିଡନିସୁସ୍ଥ ରହିଥାଏ । ମେଥି ଖାଇବା ଦ୍ୱାରା ବ୍ୟକ୍ତି ଗ୍ୟାସ୍?ଷ୍ଟ୍ରିକ୍? ସମସ୍ୟାରୁମୁକୁଳିଥାଏ । ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁମୁକ୍ତ କରିଥାଏ । ଏଥିସହିତ ମେଥି ଖାଇବା ଦ୍ୱାରା? ବ୍ୟକ୍ତିର ରକ୍ତଚାପସ୍ତର ମଧ୍ୟ ନିୟନ୍ତ୍ରଣ ରଖିଥାଏ ଏବଂ ଏହା ହୃତ୍?ଘାତ ହେବାରୁବଞ୍ଚାଇବାରେ ମଧ୍ୟ ସାହଯ୍ୟ କରେ । ତେବେ ଭିଜା ଯାଇଥିବା ମେଥିକୁଖାଇବା ଦ୍ୱାରା ବ୍ୟକ୍ତିର ହଜମ ପ୍ରକ୍ରିୟାଟି ସହଜ ହୋଇଥାଏ ।ମେଥିଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରିତ୍ୱଚାକୁ ସୁସ୍ଥ ରଖିଥାଏ । ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦିସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଦିନ ଭିଜାଯାଇଥିବା ମେଥିକୁ ଖାଇଲେ ବ୍ୟକ୍ତିର କେଶ ଶୀଘ୍ର ଧଳା ହୁଏନିବରଂ ଘନ ଓ କଳା ହୋଇଥାଏ । ଏହାସହିତ କେଶ ଝଡ଼ିବା ମଧ୍ୟବନ୍ଦ ହୋଇଥାଏ । ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବାସଂଗେସଂଗେ ଏସିଡିଟି ସମସ୍ୟାକୁ ଦୂର କରିଥାଏ । ଏହାପାଇଲ୍?ସ ଜନିତ ସମସ୍ୟାଠାରୁ ଦୂରାଇଥାଏ । ମେଥିଦାନାସେବନ କଲେ ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ବା ପରିସ୍ରାସଂକ୍ରମଣ ଭଳି ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ ।

Leave a Reply