Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁମନ୍ଦିରରେ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁମନ୍ଦିରରେ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ଉତ୍ସବ

ଯାଜପୁର ଟାଉନ: ଯାଜପୁରନଗର ଶିଶୁମନ୍ଦିର ଠାରେ ଚଳିତ ବର୍ଷ ୯୦ ପ୍ରତିଶତ ନମ୍ବର ରଖି ପାସ କରିଥିବା ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ଓ ବିଦାୟୀକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ପରିଚାଳନା ସମିତିର ସମ୍ପାଦକ, ସଭାପତି ଓ ଅନ୍ୟ ସହଯୋଗୀମାନେ ଯୋଗଦେବା ସହ ବର୍ତମାନ ପ୍ରଶାସନିକ କମିଟିର ସଦସ୍ୟମାନେ ଉପସ୍ଥିତ ରହି କୃତି ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏତଦ୍ବ୍ୟତିତ ଅବସର ଗ୍ରହଣ କରିଥିବା ଆଚାର୍ଯ୍ୟ ସୁଶାନ୍ତ କୁମାର ନାୟକଙ୍କୁ ଉପଢ଼ୌକନ, ମାନପତ୍ର ପ୍ରଦାନ କରଯାଇଥିଲା ।

Leave a Reply