Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହୀରାକୁଦରେ ପଶ୍ଚିମ ବଙ୍ଗର ସାଇକେଲ ଅଭିଯାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହୀରାକୁଦରେ ପଶ୍ଚିମ ବଙ୍ଗର ସାଇକେଲ ଅଭିଯାତ୍ରୀ

ସମ୍ବଲପୁର: ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଜିଲ୍ଲାର କାର୍ତ୍ତିକ ନାର୍ଜିନାରି ନାମକ ଯୁବକ ଭାରତ ଭ୍ରମଣରେ ବାହାରି ଦେଶର ଉତ୍ତର ପୂର୍ବାଞ୍ଚଳ(ନର୍ଥ ଇଷ୍ଟ)ର ଲୋକଙ୍କ ବିରୋଧରେ ହେଉଥିବା ଭେଦଭାବ ବିରୋଧରେ ଏକ ବାର୍ତ୍ତା ଦେବାକୁ ସାରା ଭାରତ ଭ୍ରମଣରେ ବାହାରିଛନ୍ତି । ସେ ଏକ ସାଇକେଲରେ ଦୀର୍ଘ ୬ ମାସରେ ପ୍ରାୟ ୯୦୦୦ କିମି ଦୂର ଜମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ଚଣ୍ଡୀଗଡ଼, ରାଜସ୍ଥାନ, ହରିଆଣା, ଉତ୍ତରାଖଣ୍ଡ, ପ୍ରମୁଖ ୧୦ରୁ ଅଧିକ ରାଜ୍ୟ ପରେ ଆଜି ସମ୍ବଲପୁର ହୀରାକୁଦରେ ପହଞ୍ଚିଥିଲେ । ହୀରାକୁଦର ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କାର୍ତ୍ତିକ କଲେତ, ସମୀର ଲୁହାର, ଉତ୍ତମ ବାଗ୍, ସଞ୍ଜୟ ଖଡିଆ, ମନ୍ଦୀପ ଖଡିଆ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ରାସ୍ତାରେ ଭେଟି ସମ୍ବର୍ଦ୍ଧିତ କରିଥିଲେ ।

Leave a Reply