ଶ୍ରଦ୍ଧାଞ୍ଜଳି ବାର୍ତ୍ତା
ସୁପ୍ରସିଦ୍ଧ ସିନେମା ଓ ରଙ୍ଗମଞ୍ଚ କଳାକାର ଶ୍ରୀ ନାନା ପାଟେକରଙ୍କ ଦେହାନ୍ତରେ ସମଗ୍ର ଦେଶ ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ ଗଭୀର ଶୋକ ପ୍ରକାଶ କରୁଛି। ଶୋକସନ୍ତପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମଧ୍ୟ ଆମେ ଗଭୀର ସମବେଦନା ଜ୍ଞାପନ କରୁଛୁ।
ଅଭିନେତା ଭାବେ ଏକ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଥିବା ନାନା ପାଟେକର ଜୀ ନିଜର ଦୀର୍ଘ କଳା ଜୀବନରେ ଉତ୍କୃଷ୍ଟ ଅଭିନୟ ସହିତ ସାମାଜିକ ଗୁରୁତ୍ୱର ଅନେକ ବିଷୟ ଉପରେ ଲୋକମାନଙ୍କୁ ସକାରାତ୍ମକ ଆଲୋଚନା ପାଇଁ ପ୍ରେରିତ କରିଥିଲେ।
ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଈଶ୍ୱରଙ୍କ ନିକଟରେ ଏହି ପ୍ରାର୍ଥନା ଯେ, ସେ ତାଙ୍କ ଆତ୍ମାକୁ ଶାନ୍ତି ଓ ସଦ୍ଗତି ପ୍ରଦାନ କରନ୍ତୁ।
ଓଁ ଶାନ୍ତିଃ॥
— ଡ. ମୋହନ ଭାଗବତ, ସରସଂଘଚାଳକ
— ଦତ୍ତାତ୍ରେୟ ହୋସବାଲେ, ସରକାର୍ଯ୍ୟବାହ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
श्रद्धांजलि संदेश
सुप्रसिद्ध सिनेमा व रंगमंच कलाकार श्री नाना पाटेकर के निधन पर सारे देश के साथ राष्ट्रीय स्वयंसेवक संघ भी गहरा शोक अनुभव करता है। शोकाकुल परिवार जन एवं असंख्य प्रशंसकों के प्रति भी हम संवेदना व्यक्त करते हैं।
अभिनेता के नाते एक विशिष्ट छवि को स्थापित करने वाले नाना ने अपने प्रदीर्घ कला जीवन में अभिनय की उत्कृष्टता के साथ-साथ सामाजिक महत्व के कई विषयों पर लोगों को सकारात्मक चर्चा हेतु प्रेरित किया।
उनकी स्मृति में श्रद्धांजलि अर्पित करते हुए ईश्वर से यही प्रार्थना है कि उनकी आत्मा को शांति एवं सद्गति प्रदान करें।
ॐ शान्तिः॥ ।
– डॉ. मोहन भागवत, सरसंघचालक
– दत्तात्रेय होसबाले, सरकार्यवाह
राष्ट्रीय स्वयंसेवक संघ See less