ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କମିଟି: ବରଗଡ଼ର ସମୀର ପଣ୍ଡା ସଚିବ ନିଯୁକ୍ତ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କମିଟି: ବରଗଡ଼ର ସମୀର ପଣ୍ଡା ସଚିବ ନିଯୁକ୍ତ

ବରଗଡ଼: ଅଯୋଧ୍ୟା ସ୍ଥିତ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚୟନ କମିଟିର ସଚିବ ଭାବରେ ସମ୍ବଲପୁରର ବାସିନ୍ଦା ତଥା ବରଗଡ ଉପକଣ୍ଠ ସୟାଁ ଗ୍ରାମର ମୂଳ ବାସିନ୍ଦା ସମୀର ପଣ୍ଡା ନିଯୁକ୍ତ ହୋଇଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ମହାସଚିବ କୃଷ୍ଣ ମୋହନଙ୍କ ସ୍ବାକ୍ଷରିତ ପତ୍ର ମାଧ୍ୟମରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *