ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ହଳଦିଢିହ ପଞ୍ଚାୟତରେ ଗୋମାତାଙ୍କ ପାଇଁ ଗୋ ଖାଦ୍ଯ ବିତରଣ

ଯାଜପୁର ଜିଲ୍ଲାର ଦଶରଥପୁର ଏବଂ ବିଂଝାରପୁର ବ୍ଲକରେ ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଯୋଗୁଁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଦଶରଥପୁର ବ୍ଲକର ଦୋବାବିଲପାଟଣାଠାରେ ନଦୀବନ୍ଧ ଘାଇ ଭାଙ୍ଗିବା ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ସମୟରେ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ହଳଦିଢିହ ପଞ୍ଚାୟତରେ ଗୋମାତାଙ୍କ ପାଇଁ ଗୋ ଖାଦ୍ଯ ବିତରଣ ।


Leave a Reply

Your email address will not be published. Required fields are marked *