ସାଉଦି ଆରବ ଆଗରେ ପତାଇଲା ହାତ ପତାଇଲା ପାକିସ୍ତାନ

ପାକିସ୍ତାନ ସରକାର ସାଉଦି ଆରବକୁ ୮ଟି ଅନୁରୋଧ କରିଛନ୍ତି। ଏଥିରେ ମୁଖ୍ୟ ରୂପରେ ବିଦ୍ୟମାନ ୫ ବିଲିୟନ ଡଲାରର ଜମାକୁ ୧୦ ବର୍ଷର ଦୀର୍ଘକାଳୀନ ସୁବିଧାରେ ପରିଣତ କରିବା ଏବଂ ତୈଳ ଯୋଗାଣର ସ୍ଥଗିତ ଦେୟ ସୁବିଧାକୁ ୧.୨ ବିଲିୟନ ଡଲାରରୁ ୫ ବିଲିୟନ ଡଲାରକୁ ବୃଦ୍ଧି କରିବା ଅନ୍ତର୍ଭୁକ୍ତ।

Leave a Reply