କଞ୍ଚୁରୁ ମଣ୍ଡଳ ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ

ହିନ୍ଦୁ ସମ୍ମିଳନୀ ଗଞ୍ଜାମ ଜିଲ୍ଲା,ହିଞ୍ଜିଳିକାଟୁ ଖଣ୍ଡ ,କଞ୍ଚୁରୁ ମଣ୍ଡଳ ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଏବଂ ୫୪ କୁଣ୍ଡିୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହେଇଥିଲା।

Leave a Reply