ଢେଙ୍କାନାଳ ଜିଲ୍ଲାର ସଦର ଖଣ୍ଡ ର ଚାଉଳିଆ-ଖମାର ମଣ୍ଡଳ ର ହିନ୍ଦୁ ସମ୍ମିଳନୀ ବୁଦ୍ଧେଶ୍ବର ମହାଦେଙ୍କ ମନ୍ଦିରର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଡଃ ଦୁର୍ଗାମାଧବ ପୃଷ୍ଟି ବୌଦ୍ଧିକ ପ୍ରଦାନ କରିଥିଲେ।