ଗିରି ଗୋବର୍ଦ୍ଧନ ପୀଠ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ

ଗିରି ଗୋବର୍ଦ୍ଧନ ପୀଠ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଖଣ୍ଡ ର ରାସୋଳ ମଣ୍ଡଳ ରେ ଗିରି ଗୋବର୍ଦ୍ଧନ ପୀଠ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କଳସ ଯାତ୍ରା ପରେ ମହାଯଜ୍ଞ ତତ୍ପରେ ହିନ୍ଦୁମହାସଭା ଓ ସହଭୋଜ ଆୟୋଜିତ ହୋଇଥିଲା।

Leave a Reply