ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସାମୂହିକ ପ୍ୟାରେଟ୍ ରେ ସ୍ବୟଂସେବକମାନଙ୍କ ଯୋଗଦାନ

ପ୍ରତି ବର୍ଷ ସ୍ୱାଧୀନତା ଦିବସ ଓ ଗଣ ତନ୍ତ୍ର ଦିବସ ପାଳନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସାମୂହିକ ପ୍ୟାରେଟ୍ ରେ ଯୋଗଦାନ,, ବହୁ ବର୍ଷ ରୁ ଏହା ଚାଲୁ ଆସୁ ଅଛି।

Leave a Reply

Your email address will not be published. Required fields are marked *