ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଖଣ୍ଡ କାନପୁରା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଖଣ୍ଡ କାନପୁରା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧00 ବର୍ଷ ପୁର୍ତ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଖଣ୍ଡ କାନପୁରା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ହେମନ୍ତ ପଣ୍ଡା, ଖଣ୍ଡ କାର୍ଯ୍ୟବାହ ପର୍ଯ୍ୟଙ୍ଗ ଖଣ୍ଡ ଓ ଶ୍ରୀଯୁକ୍ତ ଗଜେନ୍ଦ୍ର ନାୟକ , ଅବସର ପ୍ରାପ୍ତ ଶିକ୍ଷକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ା

Leave a Reply