ଶତାବ୍ଦୀ ବର୍ଷର ପ୍ରାରମ୍ଭିକ ବର୍ଗ

ଶତାବ୍ଦୀ ବର୍ଷର ପ୍ରାରମ୍ଭିକ ବର୍ଗ
ଯୋଡ଼ା, ୧୮/୯: ଯୋଡ଼ାସ୍ଥିତ କୁନ୍ଦୁରୁନାଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆଜି ଆର୍ଏସ୍ଏସ୍‌ର ଶତାବ୍ଦୀ ବର୍ଷରେ ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ ହୋଇଛି। ଏଥିରେ ଏକଶହରୁ ଊର୍ଦ୍ଧ୍ଵ ସ୍ବୟଂସେବକ ଅଂଶଗ୍ରହଣ କରିଥିଲେ । ଏହା ଗତ ୧୩ ତାରିଖରୁ ଆରମ୍ଭ ହୋଇ ୧୫ତାରିଖରେ ସମାପନ ହୋଇଥିଲା। ସ୍ବୟଂସେବକ ବ୍ୟବସ୍ଥା ପ୍ରମୁଖ ଅଜୟ ଦାସ, ବର୍ଷାଧିକାରୀ ପ୍ରିନ୍ସ ଆପଟ୍ଟ, ପ୍ରାର୍ଥନା ପ୍ରମୁଖ ଗୌତମ ସିଂ, ମୁଖ୍ୟ ଶିକ୍ଷକ ରାଜୀବ ନାୟକ, ବିଦେଶୀ ଓରାମ, ପ୍ରମୋଦ କୁମାର ଦାସ, ସୁଶାନ୍ତ ବାରିକ, ବିଶ୍ଵନାଥ ମହାନ୍ତ, ରମେଶ ମହାନ୍ତ, ଜୟ ସିଂ ସାମାଡ଼, ଆନନ୍ଦ ବାରିକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *