ଓଡ଼ିଶା ସରକାରଙ୍କଦ୍ୱାରା ଶିକ୍ଷାର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷାପାଇଁ ଠିକା ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣାକୁ ସ୍ବାଗତ

                       ଦୀର୍ଘଦିନ ଧରି ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟରେ  ଠିକାନିଯୁକ୍ତି ଚଳି ଆସୁଥୁଲା । ଏହାକୁ ଉଚ୍ଛେଦ କରିବାପାଇଁ “ “ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା’’ (ବିଦ୍ୟାଳୟ ଶିକ୍ଷା) ଦାବୀ କରି ଆସୁଥିଲା । ।ଗତ ସେପ୍ଟେମ୍ବରମାସ ୫ ତାରିଖ “ଗୁରୁଦିବସ”ଅବସରରେ  ଓଡ଼ିଶା ସରକାରଙ୍କଦ୍ୱାରା ଶିକ୍ଷାର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷାପାଇଁ ଠିକା ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣା କରାଯାଇଛି। ଗୁଣାତ୍ମକ ଶିକ୍ଷାପାଇଁ ଠିକାଶିକ୍ଷକ ଉଚ୍ଛେଦ ଦାବୀ କରି ଆସୁଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋ ଏବଂ ଗୁଣାତ୍ମକ ଶିକ୍ଷାପାଇଁ ଠିକାଶିକ୍ଷକ ଦୀର୍ଘଦିନ ଧରି ଶିକ୍ଷା କ୍ଷେତ୍ରରେ ଆମ ରାଜ୍ୟରେ ଶିକ୍ଷାରେ ଠିକା  ନିଯୁକ୍ତି ପ୍ରକ୍ରିୟାକୁ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟର ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଏହିପରି ଘୋଷଣା କରି କାର୍ଯ୍ୟକାରୀ କରିବା ମହାସଂଘ ସରକାରଙ୍କୁ ସ୍ଵାଗତ ଜଣାଇବା ସହ ଧନ୍ୟବାଦ ଜଣାଉଛି

Leave a Reply

Your email address will not be published. Required fields are marked *