Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଲକାୟଦାର ଦୁଇ ସଦସ୍ୟ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଲକାୟଦାର ଦୁଇ ସଦସ୍ୟ ଗିରଫ

ଅହମ୍ମଦାବାଦ- ଗୁଜରାଟ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ଼(ଏଟିଏସ୍) ଅଲକାୟଦା ଇଣ୍ଡିଆର ଜଣେ ସକ୍ରିୟ ଗିରଫର ପର୍ଦ୍ଦାଫାଶ କରିଛନ୍ତି । ଏବେ ପର୍ଯ୍ୟନ୍ତ ଏହି ସଂଗଠନ ସହିତ ଯୋଡ଼ିଥିବା ଦୁଇ ଲୋକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଲୋକଙ୍କ ପରିଚୟ ବଙ୍ଗଳାଦେଶ ନିବାସୀ ଆକାଶ ଖାନ୍ ଏବଂ ମୁନ୍ନା ଖାନ୍ ବୋଲି ଜଣାପଡ଼ିଛି । ପୋଲିସ୍ ଏହା ପୂର୍ବରୁ ସୋଜିବ ମିୟାଁକୁ ଗିରଫ କରିଥିଲେ । ଆକାଶ ଏବଂ ମୁନ୍ନା ଏହି ସୋଜିବର ଲୋକ ବୋଲି କୁହଯାଇଛି । ଏଟିଏସ୍ ଗୁଜରାଟ ଅହମ୍ମଦାବାଦର ନାରୋଲ ଏବଂ ରଖିୟାଲ ଅଂଚଳରେ ରହିଥିବା ମୁନ୍ନା ଖାନ୍ ଏବଂ ଆକାଶ ଖାନ୍ଙ୍କୁ ଗିରଫ କରିଥିଲେ । ପୋଲିସ୍ର ଅଭିଯୋଗ ଯେ ଏହି ବଙ୍ଗଳାଦେଶରୁ ଭାରତରେ ଅନୁପ୍ରବେଶ କରି ଗୁଜରାଟର ଯୁବକଙ୍କୁ କଟ୍ଟରପନ୍ଥୀ ବନାଇବାର ଅଭିଯାନରେ କାମ କରୁଥିଲେ ।

Leave a Reply