Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଉପରେ ସାଇବର ଆକ୍ରମଣ ଧମକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଉପରେ ସାଇବର ଆକ୍ରମଣ ଧମକ

ନୂଆଦିଲ୍ଲୀ : ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି । ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍ । ଏହି ଗ୍ରୁପ୍ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ । ଏହାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ ସଜାଗ ରହିଛନ୍ତି । ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ସ୍ୱିଡେନ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବି ଏପରି ବଡ଼ଧରଣର ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ଏହି ଗ୍ରୁପ୍ର ଧମକ ପରେ କେନ୍ଦ୍ରୀୟ ଏଜେନ୍ସିଂଗୁଡ଼ିକ ସତର୍କ ହୋଇଯାଇଛନ୍ତି । ବିଶେଷକରି ହ୍ୟାକର୍ସମାନେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଟାର୍ଗେଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ସ୍ୱାସ୍ଥ୍ୟକ୍ଷେତ୍ର ହିଁ ହ୍ୟାକର୍ସମାନଙ୍କ ରାଡାରରେ ଆସିଥାଏ ।

Leave a Reply