ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪୩ ଲକ୍ଷ ବର୍ତ୍ତମାନ ସକ୍ରିୟ

ନୂଆଦିଲ୍ଲୀ/ଭୁବନେଶ୍ବର: ନକଲି ଜବ୍ କାର୍ଡରେ ସମଗ୍ର ଦେଶରେ  ଓଡି଼ଶା ଦ୍ବିତୀୟ ସ୍ଥାନରେ ରହିଛି। ଲୋକସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି। ମନରେଗା ଯୋଜନାର ଖୋଳତାଡ୍‌ରୁ ଜଣାପଡିଛି ନକଲି ଜବ୍ କାର୍ଡରେ ଓଡିଶା ଦ୍ଵିତୀୟ ରହିଛି। ତାଲିକାରେ ଏକ ନମ୍ବରସେହିପରି ତିନି ନମ୍ବରରେ ଆସାମ,ଚାରି ନମ୍ବରରେ ଛତିଶଗଡ଼ ଥିବା ବେଳେ ପାଞ୍ଚ ନମ୍ବରରେ  ତାମିଲନାଡୁ ରହିଛି।

ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪୩ ଲକ୍ଷ ବର୍ତ୍ତମାନ ସକ୍ରିୟ ଅଛନ୍ତି।

ଟିଏମ୍‌ସି ସାଂସଦ ମାଲା ରାୟଙ୍କ ଏକ ପ୍ରଶ୍ନର ଜବାବ୍‌ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ ଏଭଳି ଲିଖିତ ଉତ୍ତର ରଖିଛନ୍ତି। 

Leave a Reply

Your email address will not be published. Required fields are marked *