‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ଜେପିସିର ବୈଠକ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସିର ବୈଠକ ଶୁକ୍ରବାର ଦିନ ବସିଥିଲା। ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ ।ଉଭୟ ପୂର୍ବତନ ମୁଖ୍ୟ ବିଚାରପତି କହିଥିଲେ ଯେ ନିର୍ବାଚନ କମିଶନଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ ପ୍ରସ୍ତାବ ଉପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଉଛି । ଏଣୁ ଏହି ପ୍ରସ୍ତାବର ପୁନଃମୂଲ୍ୟାୟନ କରିବା ପାଇଁ ଏକ ଜାତୀୟ ବିତର୍କ ଆବଶ୍ୟକ।

Leave a Reply

Your email address will not be published. Required fields are marked *