ଅବୈଧ ଧର୍ମାନ୍ତରଣ ରାକେଟ୍ ଚଲାଉଥିଲା ଜମାଲୁଦ୍ଦିନ

ଅବୈଧ ଧର୍ମାନ୍ତରଣ ରାକେଟ୍ ଚଲାଉଥିବା ଜମାଲୁଦ୍ଦିନ । ଜମାଲୁଦ୍ଦିନଙ୍କ ବିରୋଧରେ ଅନେକ ସମ୍ପ୍ରଦାୟର ଝିଅମାନଙ୍କୁ ଟାର୍ଗେଟ କରିବା ଏବଂ ଧର୍ମାନ୍ତରଣ ପାଇଁ ‘ଦାମ୍ ତାଲିକା’ ପ୍ରସ୍ତୁତ କରିବାର ଅଭିଯୋଗ ଅଛି।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଲାଲୁଦ୍ଦିନର କାର୍ଯ୍ୟକଳାପ କେବଳ ସମାଜ ବିରୋଧୀ ନୁହେଁ ବରଂ ଦେଶ ବିରୋଧୀ ମଧ୍ୟ। କିଛି ଦିନ ପୂର୍ବେ ତାଙ୍କୁ ଗିରଫ କରାଯାଇଥିବା ବେଳେ, ତାଙ୍କର ବିଳାସପୂର୍ଣ୍ଣ ପ୍ରାସାଦ ଉପରେ ବୁଲଡୋଜର ଚାଲିଛି। ବିଳାସପୂର୍ଣ୍ଣ କୋଠା ଭଙ୍ଗାଯିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାଙ୍ଗୁର ବାବାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *