ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିକିମ ରାଜ୍ୟପାଳ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ ସିକିମ ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁର ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

“ସିକିମ ରାଜ୍ୟପାଳ ଶ୍ରୀ @OmMathur_Raj ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”

Leave a Reply