Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ସମେତ ୨ ଆତଙ୍କବାଦୀ ନିପାତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀ ସମେତ ୨ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରରୁ ସୁରକ୍ଷା ବାହିନୀରଏନ୍କାଉଣ୍ଟରରେ କଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଆତଙ୍କବାଦୀ ନିହତହୋଇଥିବା ବେଳେ ଏବେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ହସ୍ତଗତହୋଇଛି । ତେବେ ସଂପୃକ୍ତ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ସହ କିଛି ଅପରାଧିକ ସାମଗ୍ରୀ ବି ଜବତହୋଇଛି ।ପୂର୍ବରୁ ନିହତ ହୋଇଥିବା ଆତଙ୍କବାଦୀ ଜଣକ ହେଉଛି ଅକିବ୍ ମୁସ୍ତାଦ ଭଟ୍ଟ । ରବିବାର କାଶ୍ମୀର ପଣ୍ଡିତଙ୍କୁ କରାଯାଇଥିବା ହତ୍ୟାରେ ଏହି ଆତଙ୍କବାଦୀର ହାତ ଥିବା କୁହାଯାଉଛି ।

Leave a Reply