Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଛ ଖାଇଲେ କ୍ୟାନସର କମିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଛ ଖାଇଲେ କ୍ୟାନସର କମିବ


ମାଛ ଓ ବାଦାମ ପରି ଖାଦ୍ୟ ଖାଇଲେ କ୍ୟାନସର ପରି ମାରତ୍ମକ ରୋଗରୁ ମୁକ୍ତି ମିଳିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଖାଦ୍ୟ ପଦାର୍ଥରେ ଓମେଗା-୩ ଓ ଫ୍ୟାଟି ଏସିଡ୍ର ମାତ୍ରା ପ୍ରଚୁର ପରିମାଣରେ ରହିଛି ଏହା କ୍ୟାନସରକୁ ପ୍ରାଥମିକ ଅବସ୍ଥାରୁ ରୋକି ଦେଇଥାଏ । ସିଡିନୀ ୟୁନିଭର୍ସିଟିର ଏକ ଗବେଷକ ଦଳ ସ୍ତନ କ୍ୟାନସର କୋଷିକା ଉପରେ ପରୀକ୍ଷଣ କରିଥିଲେ । ପରୀକ୍ଷଣରୁ ଜାଣିଥିଲେ ଫ୍ୟାଟି ଏସିଡ୍ର ଗୁରୁତ୍ୱ ଅଧିକ ରହିଥିଲା । ଦଳର ମୁଖ୍ୟ ଡା. ମାଇକେଲ୍ ମୁରେ କହିଛନ୍ତି ଯେ ସ୍ତନ କ୍ୟାନସରକୁ ଚିକିତ୍ସା କରିବା ସହଜ ନୁହେଁ । ଏହି କ୍ଷେତ୍ରରେ ଓମେଗା ଏସିଡ୍ ଓ ଫ୍ୟାଟି ଏସିଡ୍ କ୍ୟାନସରକୁ ରୋକିବାରେ ସୈନିକ ପରି ଭୂମିକା ନିଭାନ୍ତି । ମାଛ ଓ ବାଦାମରେ ଏହାର ମାତ୍ରା ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଦ୍ୟରେ ପ୍ରତିଦିନ ସାମିଲ୍ କରନ୍ତୁ ।

Leave a Reply