Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬୧ଗୋରୁ ଉଦ୍ଧାର, ୭ କୋର୍ଟଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬୧ଗୋରୁ ଉଦ୍ଧାର, ୭ କୋର୍ଟଚାଲାଣ


କରଞ୍ଜିଅ: ଦୀର୍ଘବର୍ଷ ଧରି ରରୁଆଁ ଅଂଚଳ ରୁ ହଜାର ହଜାର ସଂଖ୍ୟା ରେ ଗୋରୁ ବିଭିନ୍ନ ଚୋରା ରାସ୍ତା ଦେଇ ବିହାର ଏବଂ ବେଙ୍ଗଲ କୁ ଚାଳନ କରାଯାଉଥିଲା । ଗୋରୁ ଚାଲାଣ ସମୟରେ ଗୋରୁ ମାନକୁଂ ଅକଥନିୟ ନିର୍ଯାତନା ଦେବା ସହିତ ଜୋରଜବରଦସ୍ତ ମାରପିଟ ରତାକ୍ତ କରି ଚଲାଇ ଚଲାଇ ଅର୍ଦ୍ଧରାତ୍ର ରେ ସୀମା ପାର କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଦୀର୍ଘବର୍ଷ କୌଣସି ଥାନା ଅଧିକାରି କର୍ଣପାତ କରୁ ନ ଥିଲେ । ରରୁଆଁ ଥାନା ରେ ନୂତନ ଭାବେ ଯୋଗଦାନ କରିଥିବା ଆଇ ଆଇ ସି ପ୍ରଭୁକଲ୍ୟାଣ ଅଚାଯ୍ୟ କୋଣସି ସୂତ୍ରରୁ ଖବର ପାଇ ଫେବୃଆରୀ ୭ ତାରିଖ ବିଳମ୍ବିତ ରାତ୍ରୀ ରେ ଶୁକୃଳି ବ୍ଳକ ଟାଙ୍ଗିଆ ଛକରୁ ୬୧ ଟି ଗୋରୁ ଉଦ୍ଧାର କରି ରରୁଆଁ ଥାନା ରେ ରଖିବା ସହିତ ସମ୍ପୃକ୍ତ ଘଟଣା ରେ ଜଡିତ ଥିବା ୭ ବେପାରୀ କୁ ଗିରଫ କରିଥିଲେ । ରରୁଆଁ ଥାନା କେଶ ନଂ ୨୦ ବାଏ ୨୦୨୩ ରେ ଗିରଫ କରି କରଞ୍ଜିଆ କୋଟକୁ ଚାଳାନ କରିଥିଲେ ।

Leave a Reply