Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଦେଖୋ ଅପ୍ନା ଦେଶ୍' ଯୋଜନା ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଦେଖୋ ଅପ୍ନା ଦେଶ୍’ ଯୋଜନା ଆରମ୍ଭ

ଦେଶରେ ଆଉ ୫୦ଟି ନୂଆ ଏୟାରପୋର୍ଟ ଖୋଲିବ । ସେହିପରି ଅଧିକ ଏୟାରଷ୍ଟ୍ରିପ, ହେଲି ପୋଡ୍ ଓ ୱାଟର ଏରୋ ଡ୍ରୋନ୍ସ ମଧ୍ୟ ତିଆରି ହେବ । ଆଜି ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ବିମାନ ଅବତରଣ ଗ୍ରାଉଣ୍ଡର ମଧ୍ୟ ଉନ୍ନତିକରଣ ହେବ ।ସେହିପରି ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏଗୁଡିକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ବିକଶିତ ହେବ । ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ୍ ମଧ୍ୟ ଲଞ୍ଚ କରାଯାଇଛି ।

Leave a Reply