Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସିଆର୍ପିଏଫ୍ ରଜୌରୀରେ ଭିଲେଜ୍ ଡିଫେନ୍ସ ଗାର୍ଡ(ଭିଡିଜି)ଙ୍କୁ ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସିଆର୍ପିଏଫ୍ ରଜୌରୀରେ ଭିଲେଜ୍ ଡିଫେନ୍ସ ଗାର୍ଡ(ଭିଡିଜି)ଙ୍କୁ ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି

ରଜୌରୀ ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେଉଛି ସିଆର୍ପିଏଫ୍

ଶ୍ରୀନଗର: ସିଆର୍ପିଏଫ୍ ରଜୌରୀରେ ଭିଲେଜ୍ ଡିଫେନ୍ସ ଗାର୍ଡ(ଭିଡିଜି)ଙ୍କୁ ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି । ରଜୌରୀର ଡାଙ୍ଗରୀ ଗ୍ରାମରେ ଆତଙ୍କବାଦୀମାନେ ୭ଜଣ ହିନ୍ଦୁଙ୍କୁ ହତ୍ୟା କରିବା ପରେ ଗ୍ରାମବାସୀମାନେ ଦାବି କରିଥିଲେ ଯେ ସେମାନଙ୍କୁ ହତିଆର ଯୋଗାଇ ଦିଆଯାଉ । ଏବେ ସିଆର୍ପିଏଫ୍ କ୍ୟାମ୍ପ ଲଗାଇ ସେହି ଲୋକମାନଙ୍କୁ ଚୟନ କରୁଛି ଯେଉଁମାନେ ଭିଡିଜିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି । ସେମାନଙ୍କୁ ଟ୍ରେନିଂ ଦିଆଯାଉଛି । ମଙ୍ଗଳବାର ସୁନ୍ଦରବନୀ ସେକ୍ଟରରେ ମହାଦେବ ମେନକା ଫାୟରିଂ ରେଞ୍ଜରେ ସେମାନେ ଗୁଳିଚାଳନାର ପ୍ରଶିକ୍ଷଣ ନେଇଥିଲେ ।

Leave a Reply