ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ଖୁବ ନିକଟତର

ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ଖୁବ ନିକଟତର
ନୂଆଦିଲ୍ଲୀ:ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା ସହିତ ଏହି ତିନି ଜଣଙ୍କ ସହିତ ସେ ଖୁବ ନିକଟତର ମଧ୍ୟ ଥିଲେ।

Leave a Reply