Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ଭଜନ ଗାନ କରିଥିବା ଚାରି ମୁସଲମାନ ଭଉଣୀ ଯିବେ ଅଯୋଧ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ଭଜନ ଗାନ କରିଥିବା ଚାରି ମୁସଲମାନ ଭଉଣୀ ଯିବେ ଅଯୋଧ୍ୟା

ପୂର୍ବୀ ଚମ୍ପାରଣ : ରାମ ରାମ ରଟତେ ରଟତେ ବିତି ରେ ଉମରିଆ… ରାମ ଆୟେଂଗେ ତ ଅଙ୍ଗନା ସଜାଉଂଗି ଭଳି ଗୀତ ଗାଉଥିବା ପୂର୍ବ ଚମ୍ପରନ୍ ଜିଲ୍ଲାର ରକ୍ତସୋଲ ସହରର ତୁମାଡିଆ ଟୋଲା ୱାର୍ଡ ନମ୍ବର ୩ ର ବାସିନ୍ଦା ହାଜି ହୁସେନ୍ ଏବଂ ରୁକସା ଖାତୁନ୍‌ଙ୍କ ଚାରି ଝିଅ ଅଯୋଧ୍ୟା ଯିବାକୁ ବହୁତ ଉତ୍ସାହିତ ଅଛନ୍ତି ।

Leave a Reply