ଭବାନୀପାଟଣା,:ଏକରାଷ୍ଟ୍ର ଏକନିବାର୍ଚନ ବିଷୟରେ ଅଧ୍ଵବକ୍ତା ପରିଷଦର ଜିଲା ସଭାପତି ସନ୍ତୋଷ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମ୍ବୁପାଣି ପାଢ଼ୀ, ଜୟନାରାୟଣ ବାବୁ, ଅରୁଣ ନାୟକ, ଭବେନ୍ଦ୍ର ପଣ୍ଡା, ଅଶୋକ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ରୁ ଅଧିକ ଅଧିବକ୍ତା ଯୋଗ ଦେଇଥିଲେ ।