ଜିଲାସ୍ତରୀୟ ପ୍ରଧାନଆଚାର୍ଯ୍ୟ ପ୍ରଶିକ୍ଷଣ

ଯାଜପୁରସଦର : କବୀରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ବାରା ଆୟୋଜିତ ଜିଲାସ୍ତରୀୟ ପ୍ରଧାନଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ ହୋଇଥିଲା । ପରିଚାଳନା କମିଟି ସଭାପତି ରବୀନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତ୍କଳ ଭାରତୀୟ କବାଡ଼ି ସଂଘର ସଂଯୋଜକ ବିଭୂତି ଭୂଷଣ ଦାଶ, ଉତ୍ତରପୂର୍ବ ସମ୍ଭାଗର ସଂଯୋଜକ ତୁଷାର ରଞ୍ଜନ ଦାସ, ପ୍ରାନ୍ତ ପରୀକ୍ଷା ସଂଯୋଜକ ରୁଦ୍ରନାରାୟଣ ବେହେରା, ଜିଲା ପ୍ରମୁଖ ଅଶୋକ କୁମାର ସାହୁ ଜୀବରପୁର ସଂକୁଳ ସଂଯୋଜକ ବିଜୟ କୁମାର ସାହୁ, ଜିତୁରାମ ମହାନ୍ତି, ସମ୍ପାଦକ ଗୋପା ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ବଟକୃଷ୍ଣ ସାହୁ, ଜନାର୍ଦ୍ଦନ ସାହୁ ପ୍ରମୁଖ ଯୋଗ ଦେଇଥ‌ିବା ବେଳେ ପ୍ରଧାନଆଚାର୍ଯ୍ୟ ପ୍ରଦୀପ୍ତ ବିଶ୍ବାଳ ଅତିଥ୍ୟ ପରିଚୟ ପ୍ରଦାନ କରିଥିଲେ । ଉଦ୍‌ପାନୀ ସଭାରେ ଜିଲା ପ୍ରମୁଖ ଅଜୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଆଚାର୍ଯ୍ୟ ଓ ଆଚାର୍ଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *