ଏସ୍‌ସିଏ ଅଲ୍‌ଇଣ୍ଡିଆ ଅଧ୍ୟକ୍ଷଙ୍କ ରାଇରଙ୍ଗପୁର ଗସ୍ତ


ରାଇରଙ୍ଗପୁର, ୧/୧୦/24: ଏସ୍‌ପିସିଏ (ସୋସାଇଟି ଫର୍ ପ୍ରିଭେନସନ୍ ଅଫ୍ କୁଏଲିଟି ଟୁ ଏନିମଲସ୍) ଅଲ୍ ଇଣ୍ଡିଆ ଅଧ୍ୟକ୍ଷ ବିକାଶ କୁମାର ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ଓଡ଼ିଶା ରାଜ୍ୟରେ ପଶୁମାନଙ୍କ ଉପରେ ହେଉଥିବା ବର୍ବର ଅତ୍ୟାଚାର ଉପରେ ଅନୁଧ୍ୟାନ କରି ଗୋଚାଲାଣ ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ରାଇରଙ୍ଗପୁର ଲି ସିହେ । ଟ ଲ ୦ । ର ଆୟୋଜିତ ଏକକ । ର୍ଯ କ୍ର ମ ର ଏସ୍‌ପିସିଏ ଅଲ୍ ଇଣ୍ଡିଆ ଅଧ୍ଯକ୍ଷା ଓଡ଼ିଶା ସରସ୍ବତୀ ଟୁଡୁ, ଝାଡ଼ଖଣ୍ଡ ଅଧ୍ୟକ୍ଷ ରାଜୁ କୁମାର ଖୋଲାଯିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କୁ କିପରି ବିଧିବ୍ୟବସ୍ଥା ଉପରେ ଥଇଥାନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିବେ ବୋଲି ଅଧ୍ୟକ୍ଷ ବିକାଶ କୁମାର ପ୍ରକାଶ କରିଥିଲେ। ସାମନ୍ତ ଓ ଓଡ଼ିଶା ରାଜ୍ୟ ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇ ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସହ ଅନ୍ୟାୟ ଭାବେ ଗୋଚାଲାଣ ରୋକିବା ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ମତ ରଖିଥିଲେ। ୨୩ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତବେଳେ ୨ଟି କଣ୍ଟେନରରୁ ୧୦୩ଟି ଗୋରୁ ଉଦ୍ଧାର ହୋଇଥିଲା। ବାଲେଶ୍ଵର ଗୋଶାଳାକୁ  ପଠାଯିବା ସମୟରେ ୩୬ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ଏକକାଳୀନ ଏତେ ସଂଖ୍ୟକ ଗୋରୁ ମରିବା ଏହା ପ୍ରଥମ ଘଟଣା । ବୈଠକରେ ଏ ନେଇ ଦୁଃଖ ପ୍ରକାଶ ପାଇଥିଲା। ଗୋଚାଲାଣ ରୋକିବା ଏବଂ ସୁରକ୍ଷା ଦିଗରେ ଏସ୍‌ପିଓ ଗୋକୁଳାନନ୍ଦ ସାହୁଙ୍କ ସହ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *