Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିମାନ ଚଳାଇଲେ ଓଡ଼ିଶାରପ୍ରଥମ ଆଦିବାସୀ ଝିଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିମାନ ଚଳାଇଲେ ଓଡ଼ିଶାରପ୍ରଥମ ଆଦିବାସୀ ଝିଅ

ଭୁବନେଶ୍ୱର : ପ୍ରଥମ ଆଦିବାସୀ ପାଇଲଟ ଅନୁପ୍ରିୟା ମଧୁସ୍ମିତା ଲାକ୍ରାଙ୍କୁ ଭେଟିଛନ୍ତି କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଯିଏ କି ପ୍ରଥମ ଆଦିବାସୀ ବ୍ୟବସାୟିକ ପାଇଲଟ ଅଟନ୍ତି । ସେ ଓଡ଼ିଶାର ବାସିନ୍ଦା ଅଟନ୍ତି । ଦୁଇଦିନ ତଳେ ଭୁବନେଶ୍ୱରରୁ ମାଲକାନଗିରିକୁ ଉଡିଥିବା ପ୍ରଥମ ବିମାନର ସେ ଥିଲେ ପ୍ରଥମ ପାଇଲଟ୍ । ସୌଭାଗ୍ୟବଶତଃ ସେ ମାଲକାନାଗିରିର ବାସିନ୍ଦା ଅଟନ୍ତି ଯେକି ସେହିଠାରୁ ତାଙ୍କର ବିଦ୍ୟାଳୟ ଜୀବନ ଆରମ୍ଭ କରିଥିଲେ ।

Leave a Reply