Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋହନାରେ ଶ୍ରୀରାମ ମନ୍ଦିର ଅକ୍ଷତ ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋହନାରେ ଶ୍ରୀରାମ ମନ୍ଦିର ଅକ୍ଷତ ବଣ୍ଟନ

ପାରଳାଖେମୁଣ୍ଡି: ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲକ୍ଷଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗଜପତି ଜିଲ୍ଲା ମୋହନାରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭଯାତ୍ରାରେ ଭକ୍ତମାନେ ବାହାରି ମୋହନକ୍ଷର ସମସ୍ତ ସାହିର ପ୍ରତ୍ୟେକ ଘରକୁ ଘର ଯାଇ ଅକ୍ଷତ ଦିଆଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀମାନେ ରାମ, ଲକ୍ଷ୍ମଣ ଓ ହନୁମାନ ବେଶ ଧାରଣ କରି ବଜାର ପରିକ୍ରମା କରିଛନ୍ତି । ଆସନ୍ତା ୨୨ ରେ ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ଭଗବାନ ରାମ ଲକ୍ଷ ଲକ୍ଷଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରତ୍ୟେକ ଗାଁରେ ଅକ୍ଷତ ଓ ନିମନ୍ତ୍ରଣ ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣିସେନ ଦାସ, ଆରଏସଏସ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍‌, ଅମୂଲ୍ୟ ପାତ୍ର, ପ୍ରଶାନ୍ତ ସୁବୁଦ୍ଧି, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟକ୍ଷ ଆରତି ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ ।

Leave a Reply