Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିରରେ ୭୫ତମ ବନ ମହୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିରରେ ୭୫ତମ ବନ ମହୋତ୍ସବ

ଯୋଡ଼ା : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ବିଲେଇପଦା ବନାଞ୍ଚଳ ଅନ୍ତର୍ଗତ କୁନ୍ଦୁରନାଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ର କୁନି କୁନି ପିଲମାନଙ୍କୁ ନେଇ ବୃକ୍ଷହିଁ ଜିବନ, ବୃକ୍ଷ ବିନା ପ୍ରାଣିଜଗତ ତିଷ୍ଟି ରହିବା ଅସମ୍ଭବ ଯାହା ଅଭିନୟ ରେ ଦେଖାଇ ଥିଲେ । ଜୀବଜଗତକୁ ବଞ୍ଚାଇରଖିବାରେ ବୃକ୍ଷର ଭୂମିକା କେତେ ଗୁରୁତ୍ୱ ବହନ କରେ ତାହା ବଡ଼ବିଲ ରେଞ୍ଜର ରଞ୍ଜନ କାଲୋ ଜଣାଇବା ସହିତ ସେ ଶିଶୁ ମନ୍ଦିର ର ଛାତ୍ର ବୋଲି ମନେ ପକାଇଥିଲେ । ସମସ୍ତ ଛାତ୍ର ଛାତ୍ରୀମାନଙ୍କ ସହିତ ମିଶି ଚାରା ରୋପଣ କରିଥଲେ, ଯୋଡ଼ା ବନପାଳ, ବିଳେଇପଦା ବନପାଳ, ବନରକ୍ଷକ, ବିଦ୍ୟାଳୟ କମିଟି ସଭାପତି ଗୁରୁଜୀ ଓ ଗୁରୁମା ପ୍ରମୁଖ ଉପସ୍ତିତ ଥିଲେ ।

Leave a Reply