ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳମ୍ବରେ ନିମନ୍ତ୍ରଣ ଓ ଅକ୍ଷତ କାର୍ଯ୍ୟକ୍ରମ

ପୋଲସରା : ଆସନ୍ତା ୨୨ ତାରିଖ ଦିନ ଉତ୍ତରପ୍ରଦେଶ ରାଜ୍ୟ ସ୍ଥିତ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ଓ ବିଶାଳକାୟ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ନିମେନ୍ତ ଗଂଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମେର ରାମ ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେର ପଞ୍ଚାୟତ ବାସୀମୋନ ଶୁଦ୍ଧପୁତ ଭାବେ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ଶ୍ରୀରାମ ରଥକୁ ସ୍ୱାଗତ କରିଥେôଲ । ସଂକୀର୍ତ୍ତନମଣ୍ଡଳୀଙ୍କ ସମେତ ଗ୍ରାମର ସାଧାରଣ ଜନତା, ସ୍ଥାନୀୟ ହାଇଟେକ୍ ଷ୍ଟଡି ସେଂଟର ଛାତ୍ରଛାତ୍ରୀ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ହାତୀଓଟ ଛାତ୍ରଛାତ୍ରୀମାନଙ୍କ ସେମତ ଅଧ୍ୟାପକ ମେନାଜ କୁମାର ସାହୁ, ଅଧ୍ୟାପକ ଚିତ୍ରେସନ େବେହରା, ଅଧ୍ୟାପକ ଡ. ସୁଶାନ୍ତ କୁମାର ସାହୁ ଏବଂ ପୂବର୍ତନ ସରପଞ୍ଚ କାଶିନାଥ ସାହୁ, ପ୍ରଶାନ୍ତ ପ୍ରଧାନ, କାଳୁଚରଣ ସାହୁ ପ୍ରମୁଖଙ୍କ ସେମତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମୋନ ସ୍ୱତଃସ୍ପର୍ଚା ଭୋବ ଯୋଗ ଦେଇଥେôଲ । କାର୍ଯ୍ୟକ୍ରମ ଶୁଭାରମ୍ଭ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ କରାଯାଇ ଅଯୋଧ୍ୟାରୁ ଆସିଥିବା ଗୁଆ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଭୁ ଦଧିବାମନ ସ୍ୱାମୀଙ୍କ ଠୋର ଅପର୍ଣ କରାଯିବା ପେର ପଞ୍ଚାୟତ ସ୍ଥିତ କଳମ୍ବପାଟଣା, ଋଖାକଣା ଏବଂ ଅନ୍ୟ ସମସ୍ତ ସାହିକୁ ସାହି ଯାଇ ପ୍ରତି ପରିବାରକୁ ପ୍ରଦାନ କରାଯାଇଥିଲା । ଏଥି ସହ ଉକ୍ତ ପବିତ୍ର ଦିବସ ଦିନ ପ୍ରେତ୍ୟକ ପରିବାର ପକ୍ଷରୁ ମର୍ଯ୍ୟଦା ପୁରେୁଷାଚାମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରେର ୫ ଗୋଟି ଦ୍ୱୀପ ଜଳାଇ ପୂଜାପାଠ କରିବାକୁ ନେିବଦନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *