ପଦ୍ମନାଭପୁରରେ ବଜରଙ୍ଗ ଦଳର ବୃକ୍ଷରୋପଣ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ପଦ୍ମନାଭପୁର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ମଙ୍ଗଳବାର ଦିନ ବଜରଙ୍ଗ ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଭାପତି ବସନ୍ତ କୁମାର ନାୟକ, ଉପସଭାପତି ସନ୍ତୋଷ ଜାନୀ, ସଂପାଦକ ଭଗବାନ ସେଠୀ, ବୁଲୁ ପାଢ଼ୀ , ପ୍ରଶାନ୍ତ ପ୍ରଧାନ, ରୁପେଶୁ କୁମାର ପୃଷ୍ଟି , ବୁ୍ୱଲୁ ମହାରଣା ଏବଂ ଦଳର ଅନନ୍ୟା ସଦସ୍ୟ ମାନେ ଉପସ୍ଥିତି ରହି ଆମ୍ବ, ହରିଡ଼ା, ବାହାଡ଼ା, ଜାମକୋଳି ସହିତ ବିଭିନ୍ନ ପ୍ରକାର ଔଷଧୀୟ ଜାତୀୟ ଗଛ ଲଗେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *