ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାୟକ ଅଶ୍ୱଥ ନାରାୟଣ କଣ୍ଠଦାନ କରିଥିବା ମହାନ କବି ଅରୁଣାଚଳ କବିରାୟରଙ୍କ ରାମ ନାଟମର ଗୀତ ସେୟାର କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଲେଖିଛନ୍ତି ଯେ, ଏହା ମହାନ କବି ଅରୁଣାଚଳ କବିରାୟରଙ୍କ ରାମ ନାଟକମର ଏକ ଗୀତର ଅଦ୍ଭୁତ ପ୍ରସ୍ତୁତି ଅଟେ ।