Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ,- ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଅମରନାଥ ଯାତ୍ରାର ଶୁଭାରମ୍ଭ ଅବସରରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ବାବା ବର୍ଫାନୀଙ୍କ ଦର୍ଶନ ଓ ବନ୍ଦନରେ ଜଡିତ ଏହି ଯାତ୍ରା ଶିବଭକ୍ତଙ୍କ ମଧ୍ୟରେ ଅସୀମ ଉର୍ଜାର ସଂଚାର କରିଥାଏ । ତାଙ୍କ କୃପାରୁ ସମସ୍ତ ଶ୍ରଦ୍ଧାଳୁଙ୍କ କଲ୍ୟାଣ ହେଉ, ଏହାହିଁ କାମନା ।

Leave a Reply